ଆଧୁନିକ : ବାବୁ ସୋନା ଜାନ

Image of Babu Shona Jaan

ଗୀତ - ବାବୁ ସୋନା ଜାନ
କଣ୍ଠ - ହ୍ୟୁମାନ ସାଗର ଓ ଅସୀମା ପଣ୍ଡା
ସଙ୍ଗୀତ - ପୁଷ୍ପକ ପରିଡା

...::: ଓଡିଆରେ :::...
ପୁ - ମୋ ଘର ଆଗ ଦେଇ ଜାଉଚ
ଖାଲି ଅତର ଅତର ବାସୁଚ
ପୁଣି ଖିରୀ ଖିରୀ ହସୁଚ
ଭାରି ନିଜର ପରିକା ଦିଶୁଚ


ଝି - ମୋର ଖୋଜ ଖବର ରଖୁଛ
ବୋଧେ ନୂଆ ନୂଆ ପ୍ରେମ ସିଖୁଛ
ଆଜି କାଲି ମତେ ତମେ ଭଲ ଲାଗୁଛ


ଝି - ମତେ ବାବୁ ଶୋନା ଜାନ ଡାକି ଜାଳୁଚ
ପୁଣି ଇଶାରା ଟେ ଦେଇ ମନ କିଣି ନଉଚ


ପୁ - ମତେ ବାବୁ ଶୋନା ଜାନ ଡାକି ଜାଳୁଚ
ପୁଣି ମନ ସାରା ମୋର ପ୍ରେମ କାଳି ବୋଳୁଛ


ପୁ - ଗଜ ମୁକୁତା ଯେତେ କବିତା
ଅଛି ତମ ଆଖିରେ
କୋଉ କବିର ନାହିଁ ଜୋର
ପାରିବ ଶିଖିରେ ଧୀରେ


ଝି - ରଙ୍ଗ ରଙ୍ଗୋଲି ଲାଗେ ମାମୁଲି
ମୋ ରୂପ ଆଗରେ
ଇଚ୍ଛା ଯିବାକୁ ଦୂର ଦୂରକୁ
ଖାଲି ତମ ସାଙ୍ଗରେ


ପୁ - ଖାଲି ବୁଲେଇ ବଙ୍କେଇ ଚାହୁଁଚ
ଭାରି ସିଆଣିଆ ତମେ ହଉଚ
ଚାହାଣୀରେ ତମେ ହସ ବୁଣୁଛ


ପୁ - ମତେ ବାବୁ ଶୋନା ଜାନ ଡାକି ଜାଳୁଚ
ପୁଣି ମନ ସାରା ମୋର ପ୍ରେମ କାଳି ବୋଳୁଛ


ଝି - ମତେ ବାବୁ ଶୋନା ଜାନ ଡାକି ଜାଳୁଚ
ପୁଣି ଇଶାରା ଟେ ଦେଇ ମନ କିଣି ନଉଚ


ଝି - କଥା କଥାରେ କହି ଦେଲରେ
ତମେ ଏମିତି କିଛି
ଚାହିଁଲେ ଯେତେ ପାରୁନି ଜମା
ତମ ପାଖରୁ ଲୁଚି


ପୁ - ତମର ମିଛ ଅଭିମାନ ତ
ଭଲ ଲାଗେରେ ମତେ
ଚୁପ ରହି ଦେଖେଇ ଦିଅ
କାହାର ଜିଦ କେତେ


ଝି - ହୋ, ମତେ ଦେଖିବା ବାହାନା ଖୋଜୁଛ
ଗୀତ ହୋଇ କାନ ପାଖେ ବାଜୁଛ
ତମେ ମୋର ମୁଁ ତମର
କହି ବୁଲୁଚ


ଝି - ମତେ ବାବୁ ଶୋନା ଜାନ ଡାକି ଜାଳୁଚ
ପୁଣି ଇଶାରା ଟେ ଦେଇ ମନ କିଣି ନଉଚ


ପୁ - ମତେ ବାବୁ ଶୋନା ଜାନ ଡାକି ଜାଳୁଚ
ପୁଣି ମନ ସାରା ମୋର ପ୍ରେମ କାଳି ବୋଳୁଛ

...::: In English :::...


M - Mo Ghara Aaga Dei Jaucha
Khali Atara Atara Basucha
Puni khiri Khiri Hasucha
Bhari Nijara Parika Disucha


F - Mora Khoj Khabar Rakhucha
Bodhe Nua Nua Prema Sikhucha
Aji Kali Mate Tame Bhala Lagucha


F - Mate Babu Sona Jaan Daki Jalucha
Puni Ishara Te Dei Mana Kini Naucha


M - Mate Babu Sona Jaan Daki Jalucha
Puni Mana Sara Mora Prema Kali Bolucha


M - Gaja Mukuta Jete Kabita
Acchi Tama Akhire
Kou Kabira Nahin Jor
Pariba Sikhire Dhire


F - Ranga Rangoli Lage Mamuli
Mo Rupa Aagare
Ichha Jibaku Dura Duraku
Khali Tama Sangare


M - Khali Bulei Bankei Chahuncha
Bhari Siania Tame Haucha
Chahanire Tame Hasa Bunucha


M - Mate Babu Sona Jaan Daki Jalucha
Puni Mana Sara Mora Prema Kali Bolucha


F - Mate Babu Sona Jaan Daki Jalucha
Puni Ishara Te Dei Mana Kini Naucha


F - Katha Kathare Kahi Delare
Tame Emiti Kichhi
Chahinle Jete Paruni Jama
Tama Pakharu Luchi


M - Tamara Michha Abhiman Ta
Bhala Lagare Mate
Chup Rahi Dekhei Dia
Kahara Jid Kete


F - Ho, Mate Dekhiba Bahana Khojucha
Gita Hei Kana Pakhe Bajucha
Tame Mora Mu Tamar
Kahi Bulucha


F - Mate Babu Sona Jaan Daki Jalucha
Puni Ishara Te Dei Mana Kini Naucha


M - Mate Babu Sona Jaan Daki Jalucha
Puni Mana Sara Mora Prema Kali Bolucha
ଓଡ଼ିଆସାଥୀ

ହେ ପାଠକବନ୍ଧୁ, ଆମ ଏହି ୱେବସାଇଟଟିକୁ ଆସନ୍ତୁ ଓ ଆପଣମାନଙ୍କ ମନ ପସନ୍ଦର ଲେଖାଗୁଡିକୁ ପଢନ୍ତୁ, ମଜା ନିଅନ୍ତୁ, କିଛି ଶିଖନ୍ତୁ ଓ ନିଜ ସାଙ୍ଗ କିମ୍ବା ସମ୍ପର୍କୀୟମାନଙ୍କ ସହ ଶେୟାର କରନ୍ତୁ ।

Post a Comment

ଦୟାପୂର୍ବକ କୌଣସି SPAM LINK ଲେଖନ୍ତୁ ନାହିଁ ।

ପୂର୍ବବର୍ତ୍ତୀ ଲେଖା ପରବର୍ତ୍ତୀ ଲେଖା