Difficult Word Meaning
- ନଈ - ନଦୀ
- ଛଇଳ - ଚତୁର, ସୁନ୍ଦର, ସୁରସିକ
- ଆମ୍ର - ଆମ୍ବ
- ତରୁ - ଗଛ, ବୃକ୍ଷ
- ଭୋଳ - ବିହ୍ୱଳ, ଉନ୍ମତ୍ତ
- ନୟନ - ଆଖି, ଚକ୍ଷୁ
- ମମ - ମୋର
- ଭ୍ରମର - ଭଅଁର
- ସମ - ସମାନ
- ମାଧୁରୀ - ମଧୁରତା, ମନୋହାରିତା
- ଆଲୁଅ - ଆଲୋକ
- ମନୋହର - ସୁନ୍ଦର
- ସମୀର - ପବନ, ବାୟୁ
- ଝାସ - ଜଳରେ ବା ଅଗ୍ନିରେ ଲମ୍ଫ ପ୍ରଦାନ କରିବା, ସୂର୍ଯ୍ୟ ବା ଅଗ୍ନିର ଉତ୍ତାପ
- ଲୋଟି - ଗଡିବା
- ଚପଳ - ଅସ୍ଥିର, ଚଞ୍ଚଳ, କ୍ଷଣସ୍ଥାୟୀ
- ଢେଉ - ତରଙ୍ଗ
- ମଉନ - ନୀରବ
- ବକ - ବଗ
- ସୁଅ - ପ୍ରବାହ, ସ୍ରୋତ
- ପାଶେ - ପାଖରେ
- ଅଭିଳାଷ - ଇଚ୍ଛା, ସ୍ପୃହା, ଉଚ୍ଚାଶା
- ଅତୁଳ - ଅନୁପମ, ଅସଦୃଶ
- ଆପଣା - ନିଜର
- ମୁଖେ - ମୁହଁରେ, ପାଟିରେ
- ଗେଣ୍ଡାଳିଆ - ପକ୍ଷୀ
- ଝାମ୍ପ - ଲମ୍ଫ ପ୍ରଦାନ କରି
- ପଲ - ଗୋଠ
- ମୂର୍ଚ୍ଛନା - ସଙ୍ଗୀତର ସ୍ୱରର ସୁମଧୁର କମ୍ପନ
- ମାତି - ମତ୍ତ ହେବା, ମୁଗ୍ଧ ହେବା, ନିବିଷ୍ଟ ହେବା
- ଆକୁଳ - ଉତ୍କିଣ୍ଠିତ, ବ୍ୟାକୁଳ, ଅସ୍ଥିର, ବିହ୍ୱଳ
- ମଧୁର - ମିଠା, ପ୍ରୀତିଜନକ
- ମହକ - ବାସ, ବାସ୍ନା, ବାସନା, ସୁଗନ୍ଧ
- ଆବେଶ - ପ୍ରବେଶ, ବିହ୍ୱଳତା, ମୋହ
- ଚିତ୍ତ - ମନ, ହୃଦୟ
- ବିଜୟ - ଗମନ, ଆଗମନ
- ଶିରୀ - ସମ୍ପଦ, ସୌନ୍ଦର୍ଯ୍ୟ
- ସୁନୀଳ - ଗାଢ ନୀଳ ବର୍ଣ୍ଣ
- ବଉଦ - ମେଘ
- ଗଗନ - ଆକାଶ
- ସୃଷ୍ଟି - ସର୍ଜନା, ନିର୍ମାଣ, ରଚନା, ପ୍ରକୃତି
- ଧାମ - ଗୃହ, ବାସସ୍ଥଳ, ସ୍ଥାନ, ତୀର୍ଥ
- ସୁଷମା - ସୌନ୍ଦର୍ଯ୍ୟ
Search Tags :
Notes
